ନ୍ୟୁଜ୍ ପଏଣ୍ଟ ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ July 31, 2025July 31, 2025 ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ-ଗତ ମେ’ ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା-ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା
ଆଜି ଜେଲରୁ ମୁକୁଳିବେ_ଚକମା ଆଜି ଜେଲରୁ ମୁକୁଳିବେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମାନ ଚକମା। ୪୦ ଦିନ ଜେଲରେ ରହିବା ପରେ ଆଜି ସର୍ତ୍ତମୂଳକ ଜାମିନରେ ଭବାନୀପାଟଣା ଜେଲରୁ ବାହାରିବେ IAS…
ଆଜି ପ୍ରକାଶ ପାଇବ ସଂଶୋଧିତ B.Ed କଟ୍ ଅଫ୍ ମାର୍କ-SAMS ପୋର୍ଟାଲରେ ଦିନ ୧୧ଟାରୁ ଉପଲବ୍ଧ ହେବ-ଆଜିଠୁ ଅଗଷ୍ଟ ୪ ଯାଏ ଚଏସ୍ ଲକିଂ କରିବେ ଛାତ୍ରଛାତ୍ରୀ-ଅଗଷ୍ଟ ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ-ସେପ୍ଟେମ୍ବର ୨ରୁ B.Ed ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ
ବୃଷ:ରବିବାର ଉତ୍ସାହ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବୁଧ, ଗୁରୁ ଓ ଶୁକ୍ରବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।…