ଯାଜପୁର ସାଂସଦ ରବି ନାରାୟଣ ବେହେରା ଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ସଂସଦ ଭବନରେ ସୌଜନ ମୂଳକ ସାକ୍ଷାତ କରିଥିଲେ।ଏହି ଅବସରରେ ବରୁଆଁ,ବରୀ, କଳାମାଟିଆ ଓ ଆଳି ଦେଇ କୋଷ୍ଟାଲ୍ ହାଇୱେକୁ ସଂଯୋଗ କରି ଏକ ଜାତୀୟ ରାଜପଥ ନିର୍ମାଣ ପାଇଁ ଦାବି ରଖିବା ସହିତ ଯାଜପୁରରେ ନିର୍ମାଣଧିନ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟିଲେ ସାଂସଦ ରବି ନାରାୟଣ ବେହେରା।
