ପୁରୀ: ଦମକଳ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ ।

କଲେଜ ସାରି ବାଇକରେ ଫେରିବା ବେଳେ ଚନ୍ଦନପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ପୁରୀ ଏସସିଏସ କଲେଜର ଛାତ୍ର ।

Leave a Reply

Your email address will not be published. Required fields are marked *