🔴 ବିବାଦରେ ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା❗ଅଶୋକଙ୍କ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଆଇନଜୀବୀ ଆଣିଥିବା ଅଭିଯୋଗ ଅନୁସାରେ, AG ଥିବା ସମୟରେ ସେ ଅନୈତିକ କାର୍ଯ୍ୟ କରିଛନ୍ତି, ଗୋଟିଏ ମାମଲାରେ ଉଭୟ ପକ୍ଷରୁ ଓକିଲାତି କରି ଅଶୋକ ପରିଜା ଆଡ଼ଭୋକେଟ୍ ଆଇନ ଉଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ ଆଇନଜୀବୀ, ଅଭିଯୋଗ ଅନୁଯାୟୀ; ଅଶୋକ ପରିଜା ଆଡଭୋକେଟ୍ ଜେନେରାଲ ଥିବା ବେଳେ ପିଟିସନ ହେଲା, ମାତ୍ର ନିଜେ ଆଡଭୋକେଟ୍ ଜେନେରାଲ KIIT ପାଇଁ ଓକିଲାତି କରିଥିବା ବୋଲି ଅଭିଯୋଗରେ ଉଲ୍ଲେଖ, ଏପରିକି ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ପରିଜା ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ .
Related Posts
ବେଙ୍ଗଲ କେବେ ବି’ ବିଜେପି ହାତକୁ ଯିବ ନାହିଁ ଏମିତି କିଛି କହିଛନ୍ତି ମମତା ବାନାର୍ଜୀ.
ଅପରେସନ ସିନ୍ଦୂରକୁ ରାଜନୀତିକରଣ କରୁଛି ବିଜେପି। ଆଜି ବିଜେପି ଉପରେ ଏଭଳି ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ। ସେ ଏହାକୁ ଭୁଲ ବୋଲି ମଧ୍ୟ କହିଛନ୍ତି। ରାଜନୈତିକ…
TMC ସାଂସଦ ମହୁଆ ମୋଇତ୍ରଙ୍କୁ ଦ୍ବିତୀୟ ବିବାହ କଲେ ପିନାକୀ ମିଶ୍ର
ଭୁବନେଶ୍ୱର (ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ): ଟିଏମସି ସାଂସଦ ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବେଶ ଗୁପ୍ତ ଭାବେ ବିଜେଡିର ପୂର୍ବତନ ସାଂସଦ…
ପିଲାଙ୍କ ହୋମୱାର୍କ ପାଇଁ, ପିତାମାତାଙ୍କୁ ହୃଦ୍ଘାତ
୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ।…
