ଭିଜିଲାନ୍ସ କବ୍ଜାରେ କଟକ CRRI ଥାନା IIC 🚨
କଟକ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଲେ IIC ବିଜୟ କୁମାର ବାରିକ।
👉 ଲାଞ୍ଚ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଘରେ ଚଢ଼ାଉ କରାଯାଇଥିଲା
👉 ଚଢ଼ାଉ ବେଳେ ଘରୁ ନଗଦ ୫ ଲକ୍ଷ ଟଙ୍କା ଜବତ
👉 ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି
ମାମଲାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଜଖବର ଚାଲିଛି।
ଲାଞ୍ଚ ନେଲେ—କାହାକୁ ଛଡାଜିବନି,ଭିଜିଲାନ୍ସ ଆକ୍ସନ୍ ଜାରି…
ଭିଜିଲାନ୍ସ କବ୍ଜାରେ କଟକ CRRI ଥାନା IIC 🚨
