ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ଭୁଲ ଇଞ୍ଜେକ୍ସନ ଦେବାରୁ ୫ ରୋଗୀ ମୃତ !କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲର ଘଟଣାଲକ୍ଷ୍ମଣ ନାୟକ ମେଡିକାଲରେ ଏକାସହ ୫ ରୋଗୀ ମୃତଅପରେସନ ପରେ ICUରେ ଥିବା ରୋଗୀଙ୍କ ମୃତ୍ୟୁଅପରେସନ ପରେ ସବୁ ଭଲ ଥିବା ସମ୍ପର୍କୀୟଙ୍କ ଅଭିଯୋଗICUରେ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ଅଭିଯୋଗICUରେ ୩ ଓ ବେଡ୍ରେ ଥିବା ୨ ରୋଗୀଙ୍କ ମୃତ୍ୟୁସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ପୋଲିସ ମୁତୟନ
ଭୁଲ ଇଞ୍ଜେକ୍ସନ ଦେବାରୁ ୫ ରୋଗୀ ମୃତ।
