ଯାଜପୁରରେ ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ହତ୍ୟା।

ଯାଜପୁରରେ ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ପୂର୍ବ ବିଜେଡି ସରକାରର ଗେହ୍ଲାପୁଅ ନେଇ ଚର୍ଚ୍ଚା। ବେଆଇନ କାରବାରରେ ସଦର IICଙ୍କ ସହଯୋଗ ଥିବା ସାଂଘାତିକ ଅଭିଯୋଗ। ଶବ ରଖି ଥାନା ଘେରାଉ ସହ IICଙ୍କୁ ନିଲମ୍ବନ ଦାବି କଲା ବିଜେପି। #Newspointodisha

Leave a Reply

Your email address will not be published. Required fields are marked *