ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ଯାଜପୁର ସହରରେ ଦିନବେଳା ବେଧଡକ ଚୋରା ବାଲି ଚାଲାଣ ହେଉଛି । ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ଏଠି ପ୍ରଶାସନ, ପୋଲିସ୍, ରାଜନେତା ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକ ବାରି ହେଉଛି। ବଦନାମ୍ ହେଉଛନ୍ତି ରାଜ୍ୟସରକାର
ଯାଜପୁର ସହରରେ ବେଧଡକ ବାଲି ଚୋରା ଚାଲାଣ ହେଉଛି ।

ଖବରରେ ନାହିଁ ସାଳିସ