ସରଣ୍ଡା ଜଙ୍ଗଲରୁ ୨୦୦ କେଜି ବିସ୍ଫୋରକ ଜବତ।

ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ପୁଣି ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ଜବତ । ଆଜି ୨୦୦ କେଜି ବିସ୍ଫୋରକ ଜବତ କଲା ପୋଲିସ ଗତକାଲି ଝାଡ଼ଖଣ୍ଡ ସୀମାରୁ ଜବତ ହୋଇଥିଲା ୫୦୦ କେଜି୨ ଦିନରେ ମୋଟ୍‌ ୭୦୦ କେଜି ବିସ୍ଫୋରକ ଜବତ ସରଣ୍ଡା ଅପରେସନ୍‌ ଟିମ୍‌କୁ ମିଳିଲା ସଫଳତା।

Leave a Reply

Your email address will not be published. Required fields are marked *