#ଅବସର_ପରେ_ସରକାରୀ_ପଦ_ଗ୍ରହଣ_କରିବା_ଅନୁଚିତ ଅବସର ପରେ ସରକାରୀ ପଦ ଗ୍ରହଣ କରିବା ଅନୁଚିତ । ଖାଲି ପଦ ଗ୍ରହଣ କରିବା ନୁହେଁ ବରଂ ନିର୍ବାଚନ ଲଢିବା ମଧ୍ୟ ଉଚିତ୍ ନୁହେଁ । ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । #SuprimeCourt #Newspointodisha#
Related Posts
ସୁକିନ୍ଦା ବିଜେଡିର କଳା ଦିବସ,ସୁକିନ୍ଦାରେ ଦାଦା ଗିରି ଆଉ ଚଳିବ ନାହିଁ-ପ୍ରୀତିରଞ୍ଜନ ଘଡାଇ.
ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ(ସୁକିନ୍ଦା) : ବହୁତ ହୋଇଗଲା ତୁମ ଗୁଣ୍ଡଗିରି ଓ ଆତଙ୍କ ରାଜ । ମା ଆଗରେ ତା ଝିଅକୁ ଦୁଷ୍କର୍ମ କରିବାର ଧମକ…
ଯାଜପୁର ନଗର ତ୍ରିରଙ୍ଗା ଶୋଭାଯାତ୍ରା
https://www.facebook.com/share/v/1C9UDnDm6U/
ଓଡ଼ିଶାରେ ଲଗାଣ ବର୍ଷା
ରାଜ୍ୟରେ ଲଗାଣ ବର୍ଷା ଜାରି । ଓଡ଼ିଶା ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଉପରେ…
