ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର.

ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର-ଛେଳିଗଡ଼ ଡ୍ୟାମ ପାଇଁ ୧୫୧ କୋଟି ବ୍ୟୟବରାଦ-ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ-ସହରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଯୋଜନା-ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ-NCB ପାଇଁ ଜମି ବାବଦ ଟଙ୍କା ଛାଡ଼ ନିଷ୍ପତ୍ତି #Newspointodisha

Leave a Reply

Your email address will not be published. Required fields are marked *