୧୯୪୭ବିକ୍ରମ ସମ୍ବତ -୨୦୮୨ଉତ୍କଳୀୟ ସନ ୧୪୩୨ ସାଲବୃଷ ଦି ୩୧ ନ ଅଦ୍ୟ ଆଷାଢ଼ ମାସ କୃଷ୍ଣପକ୍ଷ ( ଇଂ ୨୦୨୫ ମସିହା ଜୁନ ୧୪ ତାରିଖ ) ଶନିବାର *ତିଥି* – ତୃତୀୟା ଦିବା ଘ ୧|୧୫ ପରେ ଚତୁର୍ଥୀ *ନକ୍ଷତ୍ର* – ଉତ୍ତରାଷାଢା *ଚନ୍ଦ୍ର*- ଧନୁ ସ ଘ ୫|୪୦ ପରେ ମକର*ଯୋଗ* – ବ୍ରହ୍ମଯୋଗ ଦିବା ଘ ୧|୧୨ ପରେ ଇନ୍ଦ୍ରଯୋଗ*କରଣ* – ବିଷ୍ଟିକରଣ ଦିବା ଘ ୩|୪୮ ପରେ ବବକରଣ *ଆଜିର ଘାତଚନ୍ଦ୍ର* – ସିଂହ ରାଶିର*ଆଜିର ଘାତବାର* – ବୃଷ , ସିଂହ ଓ କନ୍ୟା ରାଶିର *ଆଜିର ନିଷେଧ ଖାଦ୍ୟ* :- ପୋଟଳ ଓ ମୂଳା *ଆଜି – ପହିଲି ରଜ , ମାସାନ୍ତ , ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ସୂର୍ଯ୍ୟୋଦୟ* – ପ୍ରାତଃ – ୫/୧୦/୪୬*ସୂର୍ଯ୍ୟାସ୍ତ* – ସନ୍ଧ୍ୟା – ୬/୨୧/୫୫*ଅମୃତ ବେଳା* – ଦିବା ଘ ୩|୩୫ ଗତେ ଘ ୬|୫ ମଧ୍ୟେ ରାତ୍ରି ଘ ୭|୫ ଗତେ ଘ ୭|୪୯ ମଧ୍ୟେ ଘ ୧୧|୨୯ ଗତେ ଘ ୧|୪୧ ମଧ୍ୟେ ଘ ୩|୯ ଗତେ ଘ ୪|୨୬ ମଧ୍ୟେ *ମାହେନ୍ଦ୍ର ବେଳା* – ଦିବା ଘ ୬|୦ ମଧ୍ୟେ ଘ ୯|୨୦ ଗତେ ଘ ୧୧|୫୦ ମଧ୍ୟେ *ଚନ୍ଦ୍ରଶୁଦ୍ଧି* – ମିଥୁନ, କର୍କଟ, ଧନୁ, ମୀନ ପ୍ରାତଃ ୫ଘ ୩୭ମି ପର୍ଯ୍ଯନ୍ତ ପରେ ମେଷ, କର୍କଟ, ବିଚ୍ଛା, ମକର, ମୀନ*ତାରାଶୁଦ୍ଧି* – ଦ୍ଵିଜା, ରୋହିଣୀ, ମୃଗଶୀରା, ପୁନର୍ବସୁ, ଅଶ୍ଳେଷା, ପୂ.ଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା଼, ଶ୍ରବଣା, ଧନିଷ୍ଠା, ପୂ.ଭାଦ୍ରପଦ, ରେବତୀ ରାତ୍ର ୧୦ଘ ୧୯ମି ପର୍ଯ୍ଯନ୍ତ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶୀରା, ଆର୍ଦ୍ରା, ପୁଷ୍ୟା, ମଘା, ଉ.ଫାଲଗୁନୀ, ଚିତ୍ରା, ସ୍ୱାତୀ, ଅନୁରାଧା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ଶତଭିଷା, ଉ.ଭାଦ୍ରପଦ*କାଳବେଳା*- ଦିବା ଘ ୪|୪୨ ଗତେ ଘ ୬|୨୦ ମଧ୍ୟେ *ବାରବେଳା* – ଦିବା ଘ ୧|୨୫ ଗତେ ଘ ୩|୫ ମଧ୍ୟେ *କାଳରାତ୍ରି* – ରାତ୍ରି ଘ ୭|୪୫ ମଧ୍ୟେ ଘ ୩|୩୩ ଗତେ ଘ ୫|୧୧ ମଧ୍ୟେ ।
Related Posts
ନିଦ୍ରାରେ ସିଂହପୁର ଆଞ୍ଚଳିକ ଉନ୍ନୟନ ଦପ୍ତର .
ନିଦ୍ରାରେ ସିଂହପୁର ଆଞ୍ଚଳିକ ଉନ୍ନୟନ ଦପ୍ତର ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ : ବିଂଝାରପୁର ,(ସ୍ମୃତିରେଖା ମଲ୍ଲିକ) : ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି…
ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ?
ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ? ଯାଜପୁର,୧୦/୯ : ଯାଜପୁରର ଆସ୍ଥାର କେନ୍ଦ୍ରବିନ୍ଦୁ, ଅଧିଷ୍ଠାତ୍ରୀ ଦେବୀ ମା ବିରଜା। କିନ୍ତୁ ଦୁର୍ଭାଗ୍ୟବଶତଃ,…
TMC ସାଂସଦ ମହୁଆ ମୋଇତ୍ରଙ୍କୁ ଦ୍ବିତୀୟ ବିବାହ କଲେ ପିନାକୀ ମିଶ୍ର
ଭୁବନେଶ୍ୱର (ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ): ଟିଏମସି ସାଂସଦ ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବେଶ ଗୁପ୍ତ ଭାବେ ବିଜେଡିର ପୂର୍ବତନ ସାଂସଦ…
