🔴 ବିବାଦରେ ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା❗ଅଶୋକଙ୍କ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଆଇନଜୀବୀ ଆଣିଥିବା ଅଭିଯୋଗ ଅନୁସାରେ, AG ଥିବା ସମୟରେ ସେ ଅନୈତିକ କାର୍ଯ୍ୟ କରିଛନ୍ତି, ଗୋଟିଏ ମାମଲାରେ ଉଭୟ ପକ୍ଷରୁ ଓକିଲାତି କରି ଅଶୋକ ପରିଜା ଆଡ଼ଭୋକେଟ୍ ଆଇନ ଉଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ ଆଇନଜୀବୀ, ଅଭିଯୋଗ ଅନୁଯାୟୀ; ଅଶୋକ ପରିଜା ଆଡଭୋକେଟ୍ ଜେନେରାଲ ଥିବା ବେଳେ ପିଟିସନ ହେଲା, ମାତ୍ର ନିଜେ ଆଡଭୋକେଟ୍ ଜେନେରାଲ KIIT ପାଇଁ ଓକିଲାତି କରିଥିବା ବୋଲି ଅଭିଯୋଗରେ ଉଲ୍ଲେଖ, ଏପରିକି ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ପରିଜା ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ .
Related Posts
ଯାଜପୁରରେ କେନାଲ, ଶାଖା କେନାଲର ପୁନରୁଦ୍ଧାର ନେଇ ସଂସଦ ରେ ଦୃଢ଼ ଦାବିକଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା
ଯାଜପୁରରେ କେନାଲ, ଶାଖା କେନାଲର ପୁନରୁଦ୍ଧାର କରାଯିବାକୁ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଦାବି କରିଛନ୍ତି ।କେତେକ କେନାଲ ଓ ଶାଖା କେନାଲର ଶୀଘ୍ର ପୁନରୁଦ୍ଧାର କରିବାକୁ…
ଆମେରିକାରେ ନୋ ଏଣ୍ଟ୍ରି
-ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି-୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା-ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ-ଆଫଗାନିସ୍ତାନ, ମିଆଁମାର, ଇରାନ,…
ବୃଷ:ରବିବାର ଉତ୍ସାହ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବୁଧ, ଗୁରୁ ଓ ଶୁକ୍ରବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।…
