ଢେଙ୍କାନାଳ ପଥର ଖାଦାନରେ ବ୍ଲାଷ୍ଟିଂ ଅଘଟଣ !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୋପାଳପୁର ନିକଟସ୍ଥ ଏକ ପଥର ଖାଦାନରେ ବ୍ଲାଷ୍ଟିଂ ବେଳେ ଘଟିଥିବା ଅଘଟଣରେ ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲିଠାରୁ ଖାଦାନ ଭିତରେ ଫସି ରହିଥିବା ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ଅନୁସାରେ, ଏହି ପଥର ଖାଦାନରେ ବ୍ଲାଷ୍ଟିଂ ପାଇଁ କୌଣସି ଆଧିକାରିକ ଅନୁମତି ନଥିଲା।ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *